ବଜାରକୁ ଆସିଲା ୩୯ ଟଙ୍କିଆ କୋଭିଡ୍‌ ଟାବ୍‌ଲେଟ

ନୂଆଦିଲ୍ଲୀ : କୋଭିଡ୍‌-୧୯ର ଚିକିତ୍ସା ପାଇଁ ଭାରତୀୟ ଔଷଧ ନିର୍ମାତା ଜେନ୍‌ବର୍କ୍‌ଟ ଫାର୍ମାସ୍ୟୁଟିକାଲ୍‌ସ ଭୂତାଣୁ-ବିରୋଧୀ ଔଷଧ ଫାବିପିରାଭିରକୁ ନିଜସ୍ବ ବ୍ରାଣ୍ଡ୍‌ ‘ଫାଭିଭେଣ୍ଟ୍‌‘ ନାମରେ ବଜାରକୁ ଛାଡ଼ିଛି। ସାଧାରଣତଃ ଇନ୍‌ଫ୍ଲୁଏଞ୍ଜା ପ୍ରତିକାର ପାଇଁ ବ୍ୟବହୃତ ଉକ୍ତ ଫାବିପିରାଭିରର ମୂଳ ପ୍ରସ୍ତୁତି ଜାପାନରୁ ହିଁ ଆରମ୍ଭ ହୋଇଥିଲା। ବିଭିନ୍ନ ଭୂତାଣୁ ବିରୋଧରେ ଏହା ଆଶାନୁରୂପ ପ୍ରତିରୋଧ ପ୍ରଦର୍ଶନ କରୁଥିବା ଜଣାପଡ଼ିଥିବା ବେଳେ ୩୯ ଟଙ୍କାରେ ମିଳିବାକୁ ଥିବା ଉକ୍ତ ‘ଫାଭିଭେଣ୍ଟ୍‌‘ ବଟିକା ଅପେକ୍ଷାକୃତ … Continue reading ବଜାରକୁ ଆସିଲା ୩୯ ଟଙ୍କିଆ କୋଭିଡ୍‌ ଟାବ୍‌ଲେଟ